ଶବ୍ଦ ଶ୍ଲେଷ Ṡabda ṡḻesha

  • ସଂ. ବି — ଯେଉଁ ଶବ୍ଦ ଦୁଇ ବା ତତୋଽଧିକ ଅର୍ଥରେ ପ୍ରଯୁକ୍ତ ହୁଏ (ହି. ଶ) — A word which is employed in two or more meanings