ଶବ୍ଦ ଚୌର୍ଯ୍ୟ Ṡabda cha̲u̲rj̄ya

  • ସଂ. ବି — ଅପର ଗ୍ରନ୍ଥକାର ବା ଲେଖକଙ୍କ ରଚିତ ବା ବ୍ଯବହୃତ ଶବ୍ଦକୁ ଆପଣାର ବୋଲି ପ୍ରକାଶ କରିବା ପାଇଁ ଆପଣା ଲେଖାରେ ଉକ୍ତ ଶବ୍ଦର ବ୍ଯବହାର — Plagiarism; act of plagiarising