ଶବ୍ଦ ଚୋର Ṡabda chora

  • ସଂ. ବି — ଯେଉଁ ଗ୍ରନ୍ଥକାର ଅନ୍ଯ ଗ୍ରନ୍ଥକାରଙ୍କ ରଚିତ ବା ବ୍ଯବହୃତ ଶବ୍ଦମାନ ଚୋରି କରେ; ଅର୍ଥାତ୍ ଅନ୍ୟବ୍ଯକ୍ତିଙ୍କ ରଚିତ ଶବ୍ଦମାନଙ୍କୁ ଆପଣାର ରଚନା ବୋଲି ପ୍ରକାଶ କରେ; ଗ୍ରନ୍ଥତସ୍କର — A person who passes off another author's words as his own; a plagiarist, a literay thief (Apte)