ଶବ୍ଦ ଚୋରି Ṡabda chori

  • ଦେ. ବି. (ସଂ. ଶବ୍ଦଚୌର୍ଯ୍ଯ) — ଅନ୍ୟଗ୍ରନ୍ଥକାରଙ୍କ ରଚିତ ବା ବ୍ଯବହୃତ ଶବ୍ଦକୁ ଆପଣାର ବୋଲି କହି ଆପଣା ଲେଖାରେ ବ୍ଯବହାର କରିବା — Act of plagiarising; plagiarism