ଶବ୍ଦ କୋଷ Ṡabda kosha

  • ସଂ. ବି — ଯେଉଁ ପୁସ୍ତକରେ ଧାରାବାହିକରୂପେ ଭାଷାର ଶବ୍ଦମାନ ସଂଗୃହୀତ ହୋଇଥାଏ — A compilation of words; lexicon; word book; vocabulary
  • ସଂ. ବି — ଯେଉଁ ପୁସ୍ତକରେ ଭାଷାର ଶବ୍ଦ ଓ ଶବ୍ଦାର୍ଥମାନ ଲିପିବଦ୍ଧ ହୋଇଥାଏ; ଅଭିଧାନ; ଡିକ୍ସିନାରୀ; ଶବ୍ଦାର୍ଥ ପ୍ରକାଶକ ଗ୍ରନ୍ଥ — A dictionary