ଶବ୍ଦ କରିବା Ṡabda karibā

  • ଦେ. କ୍ରି — (ଜୀବ) ନିଜର କଣ୍ଠ ବା ଅବୟବାଦି ଦ୍ୱାରା ଧ୍ୱନି ଉତ୍ପାଦନ କରିବା — To produce a sound or noise
  • ଦେ. କ୍ରି — ପାଟି କରିବା — To utter a sound, to cry
  • ଦେ. କ୍ରି — (ଜଡ଼ପଦାର୍ଥ) ଅନ୍ଯ ବସ୍ତୁର ପ୍ରତିଘାତ ବା ଘର୍ଷଣ ଦ୍ୱାରା ଶବ୍ଦାୟମାନ ହେବା — To resound; to produce a sound due to friction