ଶବାସନା Ṡabāsanā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି) — କାଳିକା — Goddess Kāḻī
  • ସଂ. ବିଣ. ସ୍ତ୍ରୀ — ଶବାସନର ସ୍ତ୍ରୀଲିଙ୍ଗ — Feminine of ṡabāsana