ଶବଳ ଚେତନ Ṡabaḻa chetana

  • ସଂ. ବିଣ. ପୁଂ. (ବହୁବ୍ରୀହି) — ପୀଡ଼ା ବା କଷ୍ଟ ଆଦି କାରଣରୁ ବିଶେଷ ଅସ୍ଥିରମତି (ହି. ଶ) — Restless in mind owing to sickness or trouble
  • ସଂ. ବିଣ. ପୁଂ. (ବହୁବ୍ରୀହି) — ସନ୍ତପ୍ତ ବା ବ୍ୟଥିତ ହେବା ଯୋଗୁଁ ଅନ୍ୟମନସ୍କ — Inattentive owing to grief or trouble