ଶପ୍ (ଧାତୁ) Ṡap (root)

  • ସଂ — ରାଣ ପକାଇବା; ହଲପ କରିବା — To take an oath
  • ସଂ — ଅଭିଶାପ ଦେବା — To curse
  • ସଂ — ଗାଳି ଦେବା — To abuse