ଶନୈଶ୍ଚର Ṡana̲i̱ṡchara

  • ସଂ. ବି. (ଶନୈଃ=ଧୀରେ ଧୀରେ+ଚର୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଶନିଗ୍ରହର ଗତି ଅନ୍ଯ ଗ୍ରହମାନଙ୍କ ଗତି ଅପେକ୍ଷା ଧୀରତର ଥିବାରୁ) — ଶନିଗ୍ରହ — The planet Saturn