ଶନୈର୍ମେହ Ṡana̲i̱rmeha

  • ସଂ. ବି. (ଶନୈଃ+ମେହ) — ପ୍ରମେହ ରୋଗ ବିଶେଷ — A kind of gonorrhoes
  • ସଂ. ବି. (ଶନୈଃ+ମେହ) — [ଦ୍ର—ଏହି ମେହ ରୋଗରେ ମୂତ୍ରର ବେଗ ଉପସ୍ଥିତ ନ ହୋଇ ସୁଦ୍ଧା ପ୍ରାୟ ସକଳ ସମୟରେ ଧୀରେ ଧୀରେ ଅଳ୍ପ ଅଳ୍ପ ମୂତ୍ର ଅତି କଷ୍ଟରେ ନିର୍ଗତ ହେଉଥାଏ— ବିଶ୍ୱକୋଷ।]