ଶନୈଃ କନ୍ଥା ଶନୈଃ ପନ୍ଥା ଶନୈଃ ପର୍ବତ ଲଘଂନ Ṡana̲i̱ḥ kantha ṡana̲i̱ḥ pantha Ṡana̲i̱ḥ parbata laṅghanṁ
- ସଂ. ଶ୍ଲୋକାଂଶ ପ୍ରବଚନ — କ୍ରମଶଃ ଅଳ୍ପ ବାଟ ଚାଲି ଚାଲି ଶେଷରେ ପର୍ବତ ଲଙ୍ଘନ କରାଯାଇପାରେ — A Sanskrit proverb meaning-Climb slowly and you will surmount a mountain
- ସଂ. ଶ୍ଲୋକାଂଶ ପ୍ରବଚନ — [ଦ୍ର—ଏହାର ସମଭାବାର୍ଥକ ଓଡ଼ିଆ ପ୍ରବଚନ 'ଧୀର ପାଣି ପଥର କାଟେ' ଓ ସମଭାବାର୍ଥକ ଇଂରାଜୀ ପ୍ରବଚନ — 'Slow and steady wins the race'
- ଦ୍ର — ଏଥିର ପୂର୍ଣ୍ଣଶ୍ଲୋକ—ଶନୈଃପନ୍ଥା ଶନୈଃପନ୍ଥା ଶନୈଃ ପର୍ବତ ଳଙ୍ଘନମ୍। ଶନୈଃକର୍ମଚଧର୍ମଶ୍ଚ ଏତେ ପଞ୍ଚ ଶନୈଃ ଶନୈଃ।
- ଦ୍ର — ଏଥିର ଅର୍ଥ:—ପଥ ଅତିକ୍ରମ, ଭଲ ଲୁଗାର କନ୍ଥାରେ ପରିଣତି, ପର୍ବତଲଙ୍ଘନ କର୍ମ ଓ ଧର୍ମ, ଏ 5 ଟି କର୍ମ ଧୀରେ ଧୀରେ ସାଧିତ ହୁଏ—ସୁବଳଚନ୍ଦ୍ର।] — ଏଥିର ଅର୍ଥ:—ପଥ ଅତିକ୍ରମ, ଭଲ ଲୁଗାର କନ୍ଥାରେ ପରିଣତି, ପର୍ବତଲଙ୍ଘନ କର୍ମ ଓ ଧର୍ମ, ଏ5ଟି କର୍ମ ଧୀରେ ଧୀରେ ସାଧିତ ହୁଏ—ସୁବଳଚନ୍ଦ୍ର]