ଶନି ସପ୍ତା Ṡani saptā
- ଦେ. ବି — ମନୁଷ୍ୟର ଜନ୍ମ ରାଶିଠାରୁ 7 ମ, 8 ମ ଓ 9 ମ ରାଶିରେ ଶନିଗ୍ରହ ରହିବାର କାଳ 7 ୳ ବର୍ଷ— (ଏହା ଅଶୁଭ।) — ମନୁଷ୍ୟର ଜନ୍ମ ରାଶିଠାରୁ7ମ,8ମ ଓ9ମ ରାଶିରେ ଶନିଗ୍ରହ ରହିବାର କାଳ7୳ ବର୍ଷ— (ଏହା ଅଶୁଭ)—The time when the saturn is on the 7th, 8th and 9th houses from a man's natal sign
- ଦେ. ବି — [ଦ୍ର—ଶନି ତଳେ ନୋଟ ଦେଖ। ଏ ସମ୍ବନ୍ଧରେ 'ଶନିସପ୍ତା ଯମର ଦୁତ୍, ଛଡ଼ାଇ ନିଏ କୋଡ଼ର ପୁତ୍' ବୋଲି ଗୋଟିଏ ଖନାବଚନ ଅଛି।]