ଶନି ଦଶା Ṡani daṡā

  • ସଂ. ବି ଜାତକରେ ଶନିଙ୍କର ପ୍ରଭାବ ପଡ଼ିଲେ ଘଟିବା ଅବସ୍ଥା—(ଶନି ତଳେ ନୋଟ ଦେଖ) — The condition of a person due to the planet Saturn (See the notes under Ṡani)
  • ସଂ. ବି ଅଭାବ ଓ ଦୁଃଖମୟ ଅବସ୍ଥା — A time of want and misery