ଶତ୍ରୁହା Ṡatruhā

  • ସଂ. ବିଣ. ଓ ବି. (ଶତ୍ରୁ+ହନ୍ ଧାତୁ+କ୍ୱିପ୍; ଶତ୍ରୁହନ୍ ଶବ୍ଦ 1 ମା. 1 ବ) — ଶତ୍ରୁହନ୍ତା (ଦେଖ) — Satruhantā (See)
  • ବି — ଶତ୍ରୁଘ୍ନଙ୍କର ଏକ ନାମ (ହି. ଶ) — A name of Ṡatrughna
  • ବି — ଶ୍ୱଫଳ୍କଙ୍କର ଏକପୁତ୍ର (ବିଶ୍ୱକୋଷ) — Name of a son of Ṡwaphaḻaka