ଶତ୍ରୁ ଶଙ୍କା Ṡatru ṡaṅkā

  • ସଂ. ବି — ବିପକ୍ଷ ଯୋଗୁଁ ମନରେ ଜାତ ଭୟ — The fear of the enemy
  • ସଂ. ବି — ଶତ୍ରୁ— ଠାରୁ ଅନିଷ୍ଟ ଘଟିବାର ଆଶଙ୍କା — Apprehension of injury from the foe