ଶତ୍ରୁ ବଳ Ṡatru baḻa

  • ସଂ. ବି. ( 6 ଷ୍ଠୀ ତତ୍) — ବିପକ୍ଷର ଶକ୍ତି ବା କ୍ଷମତା — The power of the enemy
  • ସଂ. ବି. ( 6 ଷ୍ଠୀ ତତ୍) — ବିପକ୍ଷର ସେନାବଳ — The enemy's force or army
  • ସଂ. ବିଣ. (ଶତ୍ରୁ+ବିଦ୍ଯମାନ୍ୟାର୍ଥେ ବଳ) — ଯାହାର ଶତ୍ରୁ ବିଦ୍ଯମାନ ଅଛି (ବିଶ୍ୱକୋଷ) — Having enemies