ଶତ୍ରୁ ଦଳନ Ṡatru daḻana

  • ସଂ. ବି — (ଶତ୍ରୁ+ଦମ୍ [ଳ]ଧାତୁ+ଭାବ. ଅନ)— ଶତ୍ରୁକୁ ପରାଜୟ କରଣ — Vanquishing the foe
  • ସଂ. ବି — (+କର୍ତ୍ତୃ. ଅନ)—ଶତ୍ରୁ ମର୍ଦ୍ଦନକାରୀ ବ୍ଯକ୍ତି — Vanquisher of the enemy
  • ସଂ. ବି — ଦଶରଥ ପୁତ୍ର ଶତ୍ରୁଘ୍ନଙ୍କ ଏକ ନାମ — A name of Ṡatrughna