ଶତ୍ରୁ ଜିତ୍ Ṡatrujit

  • ସଂ. ବିଣ—(ଶତ୍ରୁ+ଜି ଧାତୁ+କର୍ତ୍ତୃ. କ୍ୱିପ୍) — ଶତ୍ରୁବିଜୟୀ — Vanquishing one's foe
  • ସଂ. ବି — କୁବଳୟାଶ୍ୱଙ୍କ ପିତାଙ୍କ ନାମ — Name of father of king Kubaḻayāswa