ଶତେକ Ṡateka

  • ଦେ. ବି — ଏକ ଶତ ମାତ୍ର — Only one hundred
  • ଦେ. ବି — (ଉ—ଶତେକ ଆପଣେ ଯୋଡ଼ିଲେ ନମି କର— କୃଷ୍ଣସିଂହ. ମହାଭାରତ ବନ।)
  • ବିଣ — ଏକଶତସଂଖ୍ୟକ; ଶହେ — Numbering one hundred
  • ବିଣ — (ଉ—ଏମନ୍ତେ ଶତେକ ବରଷ, ମନୁଷ୍ୟ ପରମାୟୁ ଶେଷ—ଜଗନ୍ନାଥ. ଭାଗବତ।)