ଶତିକେଈ Ṡatikeī
- ଦେ. ବି. ଓ ବିଣ ସ୍ତ୍ରୀ (ବ୍ୟଙ୍ଗାର୍ଥ) (ସଂ. ସତ୍ୟ ବା ସତୀରୁ ଶତଭାଷିନୀ) — ମିଥ୍ୟାବାଦିନୀ — Lying (woman)
- ଦେ. ବି. ଓ ବିଣ ସ୍ତ୍ରୀ (ବ୍ୟଙ୍ଗାର୍ଥ) (ସଂ. ସତ୍ୟ ବା ସତୀରୁ ଶତଭାଷିନୀ) — ବାଚାଳା (ସ୍ତ୍ରୀ) — Talkative (woman)
- ଦେ. ବି. ଓ ବିଣ ସ୍ତ୍ରୀ (ବ୍ୟଙ୍ଗାର୍ଥ) (ସଂ. ସତ୍ୟ ବା ସତୀରୁ ଶତଭାଷିନୀ) — [ଉ—ଶତିକଈ ପୁରସ୍ତମ ଗଲା, ତୁଣ୍ଡ କଥା କହି କହି ମଲା। ଢଗ।]