ଶତାବ୍ଦୀ Ṡatābdī

  • ସଂ. ବି — (ଶତ+ଅବ୍ଦ; ସମାହାର ଦ୍ୱିଗୁ) ଏକଶତ ବର୍ଷ— କାଳ — A century
  • ସଂ. ବି — ଏକଶତ ବର୍ଷ— ସମୟର ସୀମା ମଧ୍ୟସ୍ଥ କୌଣସି କାଳ (ହି. ଶ) — A time within a century