ଶତହ୍ରଦା Ṡata hradā

  • ସଂ. ବି. ସ୍ତ୍ରୀ—(ଶତ ଅଟେ ହ୍ରଦ=ଆଲୋକ ବା ଶବ୍ଦ ଯାହାର; ବହୁବ୍ରୀହି) — ବିଦ୍ୟୁତ୍; ବିଜୁଳି — Lightning
  • ସଂ. ବି. ସ୍ତ୍ରୀ—(ଶତ ଅଟେ ହ୍ରଦ=ଆଲୋକ ବା ଶବ୍ଦ ଯାହାର; ବହୁବ୍ରୀହି) — ବଜ୍ର — Thunderbolt
  • ସଂ. ବି. ସ୍ତ୍ରୀ—(ଶତ ଅଟେ ହ୍ରଦ=ଆଲୋକ ବା ଶବ୍ଦ ଯାହାର; ବହୁବ୍ରୀହି) — ଦକ୍ଷ କନ୍ୟାବିଶେଷ; ବାହୁପୁତ୍ରଙ୍କ ସ୍ତ୍ରୀ — Name of one of a daughter of Daksha
  • ସଂ. ବି. ସ୍ତ୍ରୀ—(ଶତ ଅଟେ ହ୍ରଦ=ଆଲୋକ ବା ଶବ୍ଦ ଯାହାର; ବହୁବ୍ରୀହି) — ବିରାଧ ରାକ୍ଷସର ମାତା — Name of the mother of demon Birādha