ଶତରୁଦ୍ର Ṡatarudra
- ଦେ. ବି (ସଂ ଶତରୁଦ୍ରୀ) — ମହାଦେବଙ୍କର ସ୍ତବ— ବିଶେଷ — Name of a hymn to Ṡiba
- ଦେ. ବି (ସଂ ଶତରୁଦ୍ରୀ) — ଶତରୁଦ୍ରୀ 1 , 2 (ଦେଖ) — ଶତରୁଦ୍ରୀ,2(ଦେଖ)—. Ṡatarudrī- , 2 (See)
- ସଂ. ବି — ରୁଦ୍ରଙ୍କ ଶତ ମୁଖଯୁକ୍ତ ରୂପ ବିଶେଷ (ହି. ଶ) — A hundred-headed form of Rudra
- ସଂ. ବି — ଶୈବ ଦର୍ଶନ ମତରେ ଆତ୍ମାର ଉତ୍ପାଦିକା ଶକ୍ତିବିଶେଷ (ହି. ଶ) — Name of a Divine energy said to be the progenitor of the soul