ଶତମୂଳୀ Ṡatamūḻī

  • ସଂ. ବି. ସ୍ତ୍ରୀ (ଶତମୂଳ+ସ୍ତ୍ରୀ. ଈ) — ଶତାବରୀ (ଦେଖ) — Ṡatābarī, (See)
  • ସଂ. ବି. ସ୍ତ୍ରୀ (ଶତମୂଳ+ସ୍ତ୍ରୀ. ଈ) — ତାଳମୂଳୀ (ହି. ଶ) (ଦେଖ) — Tāḻamūḻī, (See)
  • ସଂ. ବି. ସ୍ତ୍ରୀ (ଶତମୂଳ+ସ୍ତ୍ରୀ. ଈ) — ବଚା — The sweet flag