ଶତମୁଖୀ Ṡatamukhī

  • ସଂ. ବି. ସ୍ତ୍ରୀ (ଶତ ମୁଖ+ସ୍ତ୍ରୀ. ଈ) — ସମ୍ମାର୍ଜନୀ; ଛାଞ୍ଚୁଣୀ; ବଢ଼ିଣା — Broomstick
  • ସଂ. ବି. ସ୍ତ୍ରୀ (ଶତ ମୁଖ+ସ୍ତ୍ରୀ. ଈ) — ତୂଳିକା — A brush
  • ସଂ. ବି. ସ୍ତ୍ରୀ (ଶତ ମୁଖ+ସ୍ତ୍ରୀ. ଈ) — ଦୁର୍ଗା (ବିଶ୍ୱକୋଷ) — Durgā