ଶତବୀର୍ଯ୍ୟା Ṡatabīrj̄yā
- ସଂ. ବି (ବୈଦ୍ଯକ) — ଶ୍ୱେତ ଦୁର୍ବା; ଛେତ ଦୁବ — (white) Creeping cynoden
- ସଂ. ବି (ବୈଦ୍ଯକ) — ଶତାବରୀ — Asparagus Racemosus
- ସଂ. ବି (ବୈଦ୍ଯକ) — କପିଳ ଦ୍ରାକ୍ଷା; କିସିମିସି — Raisin; dried grape
- ସଂ. ବି (ବୈଦ୍ଯକ) — ମୂଷଳୀ — The white variety of Tāḻamūḻī