ଶତବାହୀ Ṡatabāhī

  • ସଂ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ ପିତ୍ରାଳୟରୁ ବହୁ ଧନ ସମ୍ଭାର ଘେନି ଶାଶୁଘରକୁ ଆସେ (ହି. ଶ) — A woman who brings valuable things and immense riches with her from her father's house to the house of her husband