ଶତବଳୀ Ṡatabaḻī

  • ସଂ. ବି. (ନାମ) — ରାମାୟଣୋକ୍ତ ବାନର ଯୁଥପତି ବିଶେଷ — Name of a commander of monkeys, sent by Rāmachandra in quest of Sitā towards the north
  • ସଂ. ବି. (ନାମ) — [ଦ୍ର—ଏହାଙ୍କର ନାମ ରାମାୟଣରେ ଅଛି ଓ ବୈଦେହୀଶବିଳାସରେ 33 ଶ ଛାନ୍ଦ 23 ଶ ପଦରେ ଭଞ୍ଜ ଲେଖି ଅଛନ୍ତି—"ବିଭେଦନେ ଦୁଃଖ ରାଶି, ବାରୁଣୀକି ଶୌରି ପେଷି ବର୍ଗେ ଉତ୍ତରେ ଶତବଳୀ, ଅବଳା ବଳଦ ହେବା ମନାସି"। ଏହାଙ୍କର ବାସ ସ୍ଥାନ ସାବର୍ଣ୍ଣି ମେରୁ ପର୍ବତ। ରାବଣ ସୀତାଙ୍କୁ ହରଣ କରିବାପରେ ସୁଗ୍ରୀବ ଓ ରାମଚନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ହୋଇ ସୀତାଙ୍କୁ ଖୋଜିବା ପାଇଁ ଏ ଉତ୍ତର ଦିଗକୁ ଯାଇଥିଲେ।] — [ଦ୍ର—ଏହାଙ୍କର ନାମ ରାମାୟଣରେ ଅଛି ଓ ବୈଦେହୀଶବିଳାସରେ33ଶ ଛାନ୍ଦ23ଶ ପଦରେ ଭଞ୍ଜ ଲେଖି ଅଛନ୍ତି—"ବିଭେଦନେ ଦୁଃଖ ରାଶି, ବାରୁଣୀକି ଶୌରି ପେଷି ବର୍ଗେ ଉତ୍ତରେ ଶତବଳୀ, ଅବଳା ବଳଦ ହେବା ମନାସି" ଏହାଙ୍କର ବାସ ସ୍ଥାନ ସାବର୍ଣ୍ଣି ମେରୁ ପର୍ବତ ରାବଣ ସୀତାଙ୍କୁ ହରଣ କରିବାପରେ ସୁଗ୍ରୀବ ଓ ରାମଚନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ହୋଇ ସୀତାଙ୍କୁ ଖୋଜିବା ପାଇଁ ଏ ଉତ୍ତର ଦିଗକୁ ଯାଇଥିଲେ]
  • ସଂ. ବି. (ନାମ) — ମତ୍ସ୍ୟ (ହି. ଶ) — Fish