ଶତପୋନକ Ṡataponaka
- ସଂ ବି — ଏ ପ୍ରକାର ଭଗନ୍ଦର ରୋଗ (ହି. ଶ) — A kind of fistula
- ସଂ ବି — [ଦ୍ର— ଏ ରୋଗରେ ଗୁହ୍ୟଦ୍ୱାର ପାଖେ ବହୁମୁଖ ବ୍ରଣ ହୁଏ ଓ ସେହି ମୁଖଚୟ ବାଟେ ମଳ, ମୂତ୍ର ଓ ବୀର୍ଯ୍ଯ ବାହାରେ]
- ସଂ ବି — ଶୂକରୋଗ ବିଶେଷ; ଲିଙ୍ଗ ଉପରେ ବହୁ ଛିଦ୍ର ହେବା ରୋଗ ବିଶେଷ (ହି. ଶ) — A kind of porous boil on the penis
- ସଂ ବି — ଚାଲୁଣୀ (ବିଶ୍ୱକୋଷ) — A sieve