ଶତ ଶୃଙ୍ଗ Ṡata ṡṛuṅga

  • ସଂ. ବିଣ—(ଶତ ଅଟେ ଶୃଙ୍ଗ ଯାହାର) — ଶହେ ଶୃଙ୍ଗ ବିଶିଷ୍ଟ — Having 00 peaks
  • ସଂ. ବିଣ—(ଶତ ଅଟେ ଶୃଙ୍ଗ ଯାହାର) — ଅସଂଖ୍ୟା ଶିଖାଯୁକ୍ତ — Having many peaks or heads
  • ସଂ. ବି — ପର୍ବତବିଶେଷ — Name of a mountain
  • ସଂ. ବି — [ଦ୍ର—ଏହି ଶୈଳ ମହୀଶୂର ନିକଟସ୍ଥ କୋଲର ନିକଟରେ ଅବସ୍ଥିତ। ଏ ପର୍ବତସ୍ଥ ଦେବକୀର୍ତ୍ତି ବିଷୟ ଶତଶୃଙ୍ଗ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଅଛି— ବିଶ୍ୱକୋଷ।]