ଶତ ଶୀର୍ଷ Ṡata ṡīrsha

  • ସଂ. ବି—(ବହୁବ୍ରୀହି) — ବିଷ୍ଣୁ — Bishṇu
  • ସଂ. ବି—(ବହୁବ୍ରୀହି) — ରାମାୟଣ ବର୍ଣ୍ଣିତ ଅଭିମନ୍ତ୍ରିତ ଅସ୍ତ୍ରବିଶେଷ — Name of a consecrated weapon
  • ସଂ. ବିଣ. ପୁଂ — ଶତ ମସ୍ତକଯୁକ୍ତ — Hundred-headed