ଶତ ରୁଦ୍ରୀ Ṡata rudrī

  • ସଂ. ବି — ଯଜ୍ଞର ହବିଃ (ହି. ଶ) — The ghee intended for bedic sacrifice
  • ସଂ. ବି — ଯଜୁର୍ବେଦର ଅଂଶବିଶେଷ, ଯହିଁରେ ରୁଦ୍ରଙ୍କ ସ୍ତୋତ୍ର ଅଛି — A portion of the J̄ajurbeda containing a hymn to the Rudra Deity
  • ସଂ. ବି — ଉକ୍ତ ଅଂଶରେ ଥିବା ରୁଦ୍ର ସ୍ତୋତ୍ର — A hymn of the j̄ajurbeda
  • ସଂ. ବି — [ଦ୍ର— ଏହାକୁ ପାଠ କରି ରୁଦ୍ରାଭିଷେକ କରାଯାଏ।]