ଶତ ମାନ Ṡata māna
- ସଂ. ବି (ଶତ+ମାନ=ପରିମାଣ ଯାହାର) — ଏକ ପଳ ପରିମିତ ରୌପ୍ୟ; 4 ତୋଳାପରିମିତ ରୌପ୍ୟ — ଏକ ପଳ ପରିମିତ ରୌପ୍ୟ;4ତୋଳାପରିମିତ ରୌପ୍ୟ— . Silver weighing 4 toḻās (rupees)-
- ସଂ. ବି (ଶତ+ମାନ=ପରିମାଣ ଯାହାର) — [ଦ୍ର—ମନୁସଂହିତାର ଅଷ୍ଟମ ଅଧ୍ୟାୟ ଅନୁସାରେ ଘରର ଗବାକ୍ଷ ଛିଦ୍ରବାଟେ ଆସୁଥିବା ସୂର୍ଯ୍ୟକିରଣରେ ପରିଦୃଷ୍ଟ ଏକ ଧୂଳିକଣାକୁ ତ୍ରସରେଣୁ ବୋଲାଯାଏ (ମନୁ 8 । 132 ); 8 ତ୍ରସରେଣୁ= 1 ଲିକ୍ଷା; 3 ଲିକ୍ଷା= 1 ରାଜସର୍ଷପ; 3 ରାଜ ସର୍ଷପ= 1 ଗୌରସର୍ଷପ ( 8 । 133 ); 6 ସର୍ଷପ= 1 ମଧ୍ୟମ ଯବ; 3 ଯବ= 1 ; 5 କୃଷ୍ଣଳ;= 1 ମଷା; 16 ମଷା= 1 ସୁବର୍ଣ୍ଣ ( 8 । 134 ); 4 ସୁବର୍ଣ୍ଣ= 1 ପଳ; 10 ପଳ= 1 ଧରଣ; 2 କୃଷ୍ଣକ= 1 ରୌପ୍ୟ ମଷା( 8 । 135 ); 16 ରୌପ୍ୟ ମଷା= 1 ରୌପ୍ୟ ଧରଣ ବା ରଜତ ପୁରାଣ [ 8 । 136 ]; 10 ଧରଣ= 1 ରୌପ୍ୟ ଶତମାନ। 4 ସୁବର୍ଣ୍ଣ = 1 ନିଷ୍ଟ—[ମନୁ 8 । 137 ]। — [ଦ୍ର—ମନୁସଂହିତାର ଅଷ୍ଟମ ଅଧ୍ୟାୟ ଅନୁସାରେ ଘରର ଗବାକ୍ଷ ଛିଦ୍ରବାଟେ ଆସୁଥିବା ସୂର୍ଯ୍ୟକିରଣରେ ପରିଦୃଷ୍ଟ ଏକ ଧୂଳିକଣାକୁ ତ୍ରସରେଣୁ ବୋଲାଯାଏ (ମନୁ8132);8ତ୍ରସରେଣୁ=1ଲିକ୍ଷା;3ଲିକ୍ଷା=1ରାଜସର୍ଷପ;3ରାଜ ସର୍ଷପ=1ଗୌରସର୍ଷପ (8133);6ସର୍ଷପ=1ମଧ୍ୟମ ଯବ;3ଯବ=1;5କୃଷ୍ଣଳ;=1ମଷା;16ମଷା=1ସୁବର୍ଣ୍ଣ (8134);4ସୁବର୍ଣ୍ଣ=1ପଳ;10ପଳ=1ଧରଣ;2କୃଷ୍ଣକ=1ରୌପ୍ୟ ମଷା(8135);16ରୌପ୍ୟ ମଷା=1ରୌପ୍ୟ ଧରଣ ବା ରଜତ ପୁରାଣ [8136];10ଧରଣ=1ରୌପ୍ୟ ଶତମାନ4ସୁବର୍ଣ୍ଣ =1ନିଷ୍ଟ—[ମନୁ8137]
- ସଂ. ବି (ଶତ+ମାନ=ପରିମାଣ ଯାହାର) — ଆଢ଼କ ପରିମାଣ; ପରିମାଣବିଶେଷ — A unit of measure
- ସଂ. ବି (ଶତ+ମାନ=ପରିମାଣ ଯାହାର) — [ଦ୍ର— ପୂର୍ବେ ଶସ୍ୟାଦି ମାପିବାରେ ଏହି ପରମାଣ ବ୍ଯବହୃତ ଦେଉଥିଲା। ଆଜିକାଲି ମଧ୍ୟ ଏହାର ପ୍ରଚଳନ ଅଛି। ଚାରି ଆଢ଼କରେ ଏକ ଦ୍ରୋଣ ହୁଏ। କେତେକ ସ୍ଥାନରେ ଏକ ଆଢ଼କର ନାମ ମଧ୍ୟ ଦ୍ରୋଣ। ଏହାର ଓଜନ 32 ସେର କିମ୍ବା 64 ସେର। ବୈଦ୍ଯକ ମତାନୁସାରେ ଏହାର ଓଜନ 8 ସେର। ଜ୍ୟୋତିଷଶାସ୍ତ୍ରାନୁସାରେ 100 ଯୋଜନ ଲମ୍ବା ଓ 30 ଯୋଜନ ଚଉଡ଼ା ସ୍ଥାନ ଆଢ଼କ ନାମରେ କଥିତ ହୁଏ।] — [ଦ୍ର— ପୂର୍ବେ ଶସ୍ୟାଦି ମାପିବାରେ ଏହି ପରମାଣ ବ୍ଯବହୃତ ଦେଉଥିଲା ଆଜିକାଲି ମଧ୍ୟ ଏହାର ପ୍ରଚଳନ ଅଛି ଚାରି ଆଢ଼କରେ ଏକ ଦ୍ରୋଣ ହୁଏ କେତେକ ସ୍ଥାନରେ ଏକ ଆଢ଼କର ନାମ ମଧ୍ୟ ଦ୍ରୋଣ ଏହାର ଓଜନ32ସେର କିମ୍ବା64ସେର ବୈଦ୍ଯକ ମତାନୁସାରେ ଏହାର ଓଜନ8ସେର ଜ୍ୟୋତିଷଶାସ୍ତ୍ରାନୁସାରେ100ଯୋଜନ ଲମ୍ବା ଓ30ଯୋଜନ ଚଉଡ଼ା ସ୍ଥାନ ଆଢ଼କ ନାମରେ କଥିତ ହୁଏ]
- ସଂ. ବି (ଶତ+ମାନ=ପରିମାଣ ଯାହାର) — ତାରମାକ୍ଷିକ ନାମକ ଉପଧାତୁ [ହି. ଶ] — Iron pyrities
- ସଂ. ବି (ଶତ+ମାନ=ପରିମାଣ ଯାହାର) — ଚାରିତୋଳାପରିମିତ ସ୍ୱର୍ଣ୍ଣ— ଦ୍ରବ୍ୟ [ହି. ଶ] — A golden article weighing toḻās
- ସଂ. ବିଣ — ପୁଂ (ବହୁବ୍ରୀହି) 4 ତୋଳା ପରିମିତ — ପୁଂ (ବହୁବ୍ରୀହି)4ତୋଳା ପରିମିତ—Weighing 4 Toḻās