ଶତ ପାଦ Ṡata pāda
- ସଂ. ବି—(ବହୁବ୍ରୀହି; ଶତ+ପାଦ) — ତିନ୍ତୁଳିଆ ବିଛା — Centipede
- ସଂ. ବି—(ବହୁବ୍ରୀହି; ଶତ+ପାଦ) — କାନକୁଟୁଳି ବିଛା; କର୍ଣ୍ଣ— ଜଳୌକା — Nereis
- ସଂ. ବି—(ବହୁବ୍ରୀହି; ଶତ+ପାଦ) — ବୃଶ୍ଚିକ ବର୍ଗୀୟ ପ୍ରାଣୀ — The myriapoda
- ସଂ. ବି—(ବହୁବ୍ରୀହି; ଶତ+ପାଦ) — (ବୈଦ୍ୟକ) କାକୋଳୀ — A medicinal root; Cocculus Indicus