ଶତ ପଥ Ṡata patha

  • ସଂ. ବି (ବହୁବ୍ରୀହି; ଶତ=ବହୁ+ପଥ=ଶାଖା ବା ଉପ— ଦେଶ) — ଯଜୁର୍ବେଦର 'ବ୍ରାହ୍ମଣ' ଅଂଶବିଶେଷ — Name of a supplement to the J̄ajurbeda
  • ସଂ. ବି (ବହୁବ୍ରୀହି; ଶତ=ବହୁ+ପଥ=ଶାଖା ବା ଉପ— ଦେଶ) — [ଦ୍ର—ଶୁକ୍ଳ— ଯଜୁର୍ବେଦର 'ବ୍ରାହ୍ମଣ' ବିଶେଷ; ଏହାର କର୍ତ୍ତା ମହର୍ଷି ଯାଜ୍ଞବଳ୍କ। ଏହାର ମାଧ୍ୟନ୍ଦିନ ଓ କାଣ୍ୱଶାଖା ମିଳୁଅଛି। ଯଜୁର୍ବେଦରେ ଥିବା ଚାରିଗୋଟି ବ୍ରାହ୍ମଣ ମଧ୍ୟରେ ଶତପଥ ବ୍ରାହ୍ମଣ ପ୍ରଧାନ ଓ ରୋଚକ ଅଟେ। ଏଥିରେ ଅଗ୍ନିହୋତ୍ର— ଠାରୁ ଅଶ୍ୱମେଧ ପର୍ଯ୍ୟନ୍ତ କର୍ମକାଣ୍ଡରାବିଶଦ ଓ ସୁନ୍ଦର ବର୍ଣ୍ଣନା ଅଛି—ହି. ଶ।]