ଶତ ପତ୍ର Ṡata patra

  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ପଦ୍ମ (ଦେଖ) — Louts; Nelumbium Speciosum
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ମୟୂର — Peacock
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ସାରସ ପକ୍ଷୀ — Indian crane
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ଶୁକ — Parrot
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — କାଠହଣା ଚଢ଼େଇ — Wood-pecker
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ଶତପତ୍ରୀ (ଦେଖ) (ହି. ଶ) — Ṡatapatrī (See)
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ମଇନା; ଶାରିକା (ହି. ଶ) — Myna bird
  • ସଂ. ବି (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି) — ବୃହସ୍ପତି (ହି. ଶ) — The planet Jupiter
  • ସଂ. ବିଣ — ଶହେ ପତ୍ରବିଶିଷ୍ଟ — Having a hundred leaves
  • ସଂ. ବିଣ — ଶହେ ପାଖୁଡ଼ା ବିଶିଷ୍ଟ — Hundred-petalled
  • ସଂ. ବିଣ — ଶହେ ପକ୍ଷ ବିଶିଷ୍ଟ — Hundred-feathered