ଶତ କ୍ରତୁ Ṡata kratu
- ସଂ. ବି [ଶତସଂଖ୍ୟକ କ୍ରତୁ=ଅଶ୍ୱମେଧ ଯଜ୍ଞ, (ସମ୍ପନ୍ନ ହୋଇଅଛି) ଯାହାଙ୍କଦ୍ୱାରା—ବହୁବ୍ରୀହି] — ବାସବ; ଇନ୍ଦ୍ର; ଦେବରାଜ — Indra
- ସଂ. ବି [ଶତସଂଖ୍ୟକ କ୍ରତୁ=ଅଶ୍ୱମେଧ ଯଜ୍ଞ, (ସମ୍ପନ୍ନ ହୋଇଅଛି) ଯାହାଙ୍କଦ୍ୱାରା—ବହୁବ୍ରୀହି] — [ଦ୍ର—ଶତ ସଂଖ୍ୟକ ଅଶ୍ୱମେଧ ଯଜ୍ଞ ସମ୍ପାଦନକାରୀ ବ୍ଯକ୍ତି ଇନ୍ଦ୍ରପଦ ଲାଭ କରନ୍ତି।]
- ସଂ. ବି [ଶତସଂଖ୍ୟକ କ୍ରତୁ=ଅଶ୍ୱମେଧ ଯଜ୍ଞ, (ସମ୍ପନ୍ନ ହୋଇଅଛି) ଯାହାଙ୍କଦ୍ୱାରା—ବହୁବ୍ରୀହି] — ଶତସଂଖ୍ୟକ ଅଶ୍ୱମେଧ ଯଜ୍ଞ ସମ୍ପାଦନକାରୀ ବ୍ଯକ୍ତି — A person who performs 100 horse sacrifices
- ସଂ. ବିଣ — ବହୁକର୍ମା (ବିଶ୍ୱକୋଷ) — Performing many acts
- ସଂ. ବିଣ — ବହୁପ୍ରଜ୍ଞ (ବିଶ୍ୱକୋଷ) — Very intelligent and wise