ଶତ କୁମ୍ଭ Ṡata kumbha
- ସଂ. ବି (ବୈଦ୍ୟକ) — ଶ୍ୱେତକରବୀର; କରବୀ ଫୁଲ — Rosebay; sweet scented oleander; Nerium Odorum
- ସଂ. ବି (ବୈଦ୍ୟକ) — ସ୍ୱର୍ଣ୍ଣ ଖଣି ଥିବା ପୌରାଣିକ ପର୍ବତବିଶେଷ — Name of a mythological mountain containing gold mines
- ସଂ. ବି (ବୈଦ୍ୟକ) — ସୁବର୍ଣ୍ଣ; ସୁନା (ହି. ଶ) — Gold (Apte)
- ସଂ. ବି (ବୈଦ୍ୟକ) — ପ୍ରାଚୀନ ପର୍ବତବିଶେଷ — Name of an ancient mountain