ଶଣ୍ଡ ପଛଆଡ଼ୁ ପାଇବା Ṡaṇḍa pachha-āṟḍ̠u pāibā

  • ଦେ. କ୍ରି—(ନ୍ଯାୟ) — (ଲକ୍ଷଣାର୍ଥ ଓ ବ୍ୟଙ୍ଗ) ବୃଥା କାର୍ଯ୍ୟ କରିବା; କିଛି କାଳ ଆଶା ଲୁବ୍ଧ ହୋଇ ପରିଶ୍ରମ କରି ପରେ ନିରାଶ ବା ନିଷ୍ଫଳ ହେବା — To be after a wild goose chase; to pursue a chimera; to become baffiled in one's hope after pursuing it for some time; to be tanta- lised
  • ଦେ. କ୍ରି—(ନ୍ଯାୟ) — [ଦ୍ର—ବକାଣ୍ଡ ପ୍ରତ୍ୟାଶା ନ୍ଯାୟ (ଦେଖ)— ଓଡ଼ିଆ ଢଗ ମଧ୍ୟ ଅଛି—'ଆଶାଲୁବ୍ଧ ହୋଇ ପୂରିଲା କାଳ, ଶଣ୍ଢ ପଛେ ଧାଇଁ ମଲା ଶୃଗାଳ।' ଗଡ଼ଜାତର ରସିକ କବି ଯଦୁମଣି କୌଣସି ରାଜାଙ୍କ ନିକଟରେ ଆପଣାର ପ୍ରାର୍ଥନା ପୂର୍ଣ୍ଣ ନ ହେବା ସମ୍ବନ୍ଧେ କହି ଅଛନ୍ତି।—'ଦେବ ଦେବଙ୍କର ବାହନ ପଛଆଡ଼ୁ ପାଇଲି।' ଅର୍ଥାତ୍, କିଛି ପାଇଲି ନାହିଁ।]