ଶଣପୁଷ୍ପୀ Ṡaṇapushpī

  • ସଂ. ବି (ବୈଦ୍ୟକ) — ବନ୍ୟ ଛଣପଟ ଗଛ। [ଦ୍ର— ଏହାର ଫୁଲ ଛଣପଟ ଗଛର ଫୁଲ ପରି। ଏହାର ଛୁଇଁ ରଣଝଣ ବାଜେ। ଏହା କଟୁତିକ୍ତରସବିଶିଷ୍ଟ ଓ କଫ, ବାତ, ଅଜୀର୍ଣ୍ଣ, ଜ୍ୱର ଓ ରକ୍ତ ଦୋଷନାଶକ।] — Crotalaria
  • ସଂ. ବି (ବୈଦ୍ୟକ) — ହରଡ଼ (ହି. ଶ) — Pigeon pea