ଶଣ ପୁଷ୍ପ Ṡaṇa pushpa
- ସଂ. ବି — ଛଣପଟ ଗଛର ଫୁଲ — The flower of the Sun hemp
- ସଂ. ବି — [ଦ୍ର—ଏହା ତୋଫା ହଳଦିଆ, ଓଲଟ ଘଣ୍ଟି ପରି ଦେଖାଯାଏ ଓ ଏ ଫୁଲର ମୂଳଦେଶ ଗାଢ଼ ରକ୍ତବର୍ଣ୍ଣବିଶିଷ୍ଟ। ଏ ଫୁଲର ହଳଦିଆବର୍ଣ୍ଣ ଥିବାରୁ କନକଗୋରୀ ସୀତାଙ୍କର କାନ୍ତିକୁ ବୈଦେହୀଶ— ବିଳାସର 10 ମ ଛାନ୍ଦରେ କବି ଉପେନ୍ଦ୍ର ଭଞ୍ଜ 'ଶଣପୁଷ୍ପ'ର କାନ୍ତି ସଙ୍ଗେ ତୁଳନା କରିଅଛନ୍ତି ଓ ଅନ୍ଯ କବିମାନେ ମଧ୍ୟ ଗୌରାଙ୍ଗୀ ସ୍ତ୍ରୀମାନଙ୍କୁ ଶଣପୁଷ୍ପ ସଙ୍ଗେ ତୁଳନା କରିଥାଆନ୍ତି, ଯଥା, ବିଭୁ ଶଣପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ। '' ହରିଦ୍ରାନୁରଞ୍ଜିତା ଗୌରାଙ୍ଗୀ ଉତ୍କଳ— ଲଳନାଙ୍କ ଦେହବର୍ଣ୍ଣ ପ୍ରତି ଶଣପୁଷ୍ପର ଆଭା ଖଟିପାରେ; କିନ୍ତୁ ଅନ୍ଯ ଦେଶରେ ପାଉଡର୍ ବୋଳା ଛେତାଗୋରୀଙ୍କ ପ୍ରତି ଏହା ଖଟିବା ଅସମ୍ଭବ।] — [ଦ୍ର—ଏହା ତୋଫା ହଳଦିଆ, ଓଲଟ ଘଣ୍ଟି ପରି ଦେଖାଯାଏ ଓ ଏ ଫୁଲର ମୂଳଦେଶ ଗାଢ଼ ରକ୍ତବର୍ଣ୍ଣବିଶିଷ୍ଟ ଏ ଫୁଲର ହଳଦିଆବର୍ଣ୍ଣ ଥିବାରୁ କନକଗୋରୀ ସୀତାଙ୍କର କାନ୍ତିକୁ ବୈଦେହୀଶ— ବିଳାସର10ମ ଛାନ୍ଦରେ କବି ଉପେନ୍ଦ୍ର ଭଞ୍ଜ 'ଶଣପୁଷ୍ପ'ର କାନ୍ତି ସଙ୍ଗେ ତୁଳନା କରିଅଛନ୍ତି ଓ ଅନ୍ଯ କବିମାନେ ମଧ୍ୟ ଗୌରାଙ୍ଗୀ ସ୍ତ୍ରୀମାନଙ୍କୁ ଶଣପୁଷ୍ପ ସଙ୍ଗେ ତୁଳନା କରିଥାଆନ୍ତି, ଯଥା, ବିଭୁ ଶଣପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ '' ହରିଦ୍ରାନୁରଞ୍ଜିତା ଗୌରାଙ୍ଗୀ ଉତ୍କଳ— ଲଳନାଙ୍କ ଦେହବର୍ଣ୍ଣ ପ୍ରତି ଶଣପୁଷ୍ପର ଆଭା ଖଟିପାରେ; କିନ୍ତୁ ଅନ୍ଯ ଦେଶରେ ପାଉଡର୍ ବୋଳା ଛେତାଗୋରୀଙ୍କ ପ୍ରତି ଏହା ଖଟିବା ଅସମ୍ଭବ]
- ସଂ. ବି — ଶତପୁଟ ସୁବର୍ଣ୍ଣ — Gold which has been burnt and washed a hundred times