ଶଠାବଟା କରିବା Ṡaṭhā baṭākaribā
- ଦେ. କ୍ରି — ଭଣ୍ଡାଭଣ୍ଡି କରିବା — To inveigle; to cheat
- ଦେ. କ୍ରି — କଷ୍ଟେ ମଷ୍ଟେ କୌଣସି କାର୍ଯ୍ୟକୁ ସମାଧାନ କରିବା — To accomplish a work anyhow
- ଦେ. କ୍ରି — ଯେ କୌଣସି ଉପାୟରେ କୌଣସି କାମକୁ ଶେଷ କରିବା — To accomplish a work by means fair or foul
- ଦେ. କ୍ରି — (ଯଥା— ମୋ ହାତରେ ପଇସା କଉଡ଼ି ନ ଥିଲା, ଏଣେ କନ୍ଯା ଦାୟରୁ ମୁକ୍ତି ନ ପାଇଲେ ରକ୍ଷା ନାହିଁ। ଏଥିପାଇଁ ଶଟାବଟା କରି ଟଙ୍କାଆଣି ବିଭାଘରଟି କରିଦେଲି।]
- ଦେ. କ୍ରି — ହଇରାଣ କରିବା — To trouble; to harass