ଶଜ Ṡaja

  • ଦେ. ବି—(ସଂ ଶସ୍ୟ) — ଅପକ୍ୱ ତାଳ ଓ ନଡ଼ିଆ ଆଦିର ବୀଜ ମଧ୍ୟରେ ଥିବା କୋମଳ ପଦାର୍ଥ — The soft kernel inside the stone of raw palm and cocoanut fruits
  • ଦେ. ବି—(ସଂ ଶସ୍ୟ) — ସଜ (ଦେଖ) — Saja (See)