ଶଜନା ଗଛ ମୂଳେ କୁଢ଼େଇଲି ପାଉଁଶ, ତତେ ଦେଖି ମୋର ଭାରି ଶରଧା Ṡajanā gachha mūḻe kuṟḍ̠ẖeili pāuñṡa , tate dekhi mora bhāri Ṡaradhā

  • ଦେ. ଢଗ (ବ୍ୟଙ୍ଗ୍ୟ) — ରସହୀନ, ଛନ୍ଦୋହୀନ, ଯତିହୀନ, ଅମିତ୍ରାକ୍ଷର କବିତା ପ୍ରତି ବ୍ୟଙ୍ଗ — An ironical couplet spoken in travesty of poetasters composing blank verse