ଶଚୀନ୍ଦ୍ର Ṡachīndra
- ସଂ. ବି (ଶଚୀ+ଇନ୍ଦ୍ର) — (ଦ୍ୱନ୍ଦ୍ୱ) ଶଚୀ ଓ ଇନ୍ଦ୍ର — Ṡachī and her husband Indra
- ସଂ. ବି (ଶଚୀ+ଇନ୍ଦ୍ର) — ( 6 ଷ୍ଠୀ ତତ୍, ଶଚୀଙ୍କର ଇନ୍ଦ୍ର ବା ସ୍ୱାମୀ) ଦେବରାଜ ଇନ୍ଦ୍ର — (6ଷ୍ଠୀ ତତ୍, ଶଚୀଙ୍କର ଇନ୍ଦ୍ର ବା ସ୍ୱାମୀ) ଦେବରାଜ ଇନ୍ଦ୍ର—. Indra, the husband of Ṡachi
- ଦେ. ବି. ପୁଂ — ପୁରଷଙ୍କ ନାମ — A name given to males
- ଦେ. ବିଣ — ବିଦ୍ଯା ଆଦି ପଢ଼ିବା ବିଷୟରେ ମନୋଯୋଗୀ ଓ ଅଧ୍ୟବସାୟୀ (ଇନ୍ଦ୍ରଙ୍କ ସଙ୍ଗେ ତୁଳନା) — Attentive to and persevering in one's studies
- ଦେ. ବିଣ — ବାହାଦୁର୍; ପ୍ରଶଂସନୀୟ — Praiseworthy