ଶଙ୍ଖିପିତେଇ Ṡaṅkhipitei

  • ଦେ. ବିଣ (ପୁଂ. ଓ ସ୍ତ୍ରୀ) (ସଂ. ଶଙ୍ଖ ଓ ପୀତରୁ) — ଧଳା ଓ ହଳଦିଆ ବର୍ଣ୍ଣ ମିଶ୍ରିତ — Of mixed white and yellow colour
  • ଦେ. ବିଣ (ପୁଂ. ଓ ସ୍ତ୍ରୀ) (ସଂ. ଶଙ୍ଖ ଓ ପୀତରୁ) — (ଯଥା—ଶଙ୍ଖିପିତେଇ ବିରାଡ଼ି।)