ଶଙ୍ଖାମେରୀ Ṡaṅkhāmerī
- ଦେ. ବି — ଓଡ଼ିଆ ଗଡ଼ଜାତ ବଡ଼ାମ୍ବାରାଜ୍ୟସ୍ଥିତ ଦେବୀ ବିଶେଷ — Name of a Goddess in the State of Baramba in Orissa Feudatory States (on the bank of the river Mahānadī)
- ଦେ. ବି — [ଦ୍ର—ମହାନଦୀ କୂଳରେ ଏହି ଦେବୀଙ୍କ ପୀଠ ଅବସ୍ଥିତ। ନଈ ବଢ଼ି ସସୟରେ ମହାନଦୀରେ ଚଳୁଥିବା ଡଙ୍ଗାର ବାହକମାନେ ଏହାଙ୍କୁ ପୂଜା ଓ ମାନସିକ କଲେ ଡଙ୍ଗା ବିପଦ୍ଗ୍ରସ୍ତ ହୁଏ ନାହିଁ ବୋଲି ଲୋକଙ୍କର ବିଶ୍ୱାସ। ଏଠାରେ ମହାନଦୀ ସ୍ରୋତର ଭୀଷଣ ମୋଡ଼ ଅଛି ଓ ସେ ମୋଡ଼କୁ ନିରାପଦରେ ପାର ହୋଇ ଯିବା ପାଇଁ କେଉଟମାନେ ଶଙ୍ଖାମେରୀଙ୍କର ଆଶ୍ରା ନିଅନ୍ତି।]