ଶଙ୍ଖଳନା Ṡaṅkhaḻanā

  • ଦେ. ବି — ଶଙ୍ଖୋଳା; କୁଶଳ ପ୍ରଶ୍ନ — Enquiring about one's health and prosperity
  • ଦେ. ବି — [ଉ—ମୋହ ପରି ବହୁତ ମୁନି ତାଙ୍କଠାକୁ ଆସୁଅଛନ୍ତି ଶଙ୍ଖଳନା କରିବାକୁ। କୃଷ୍ଣଂସିଂହ. ମହାଭାରତ ବନ।]