ଶଙ୍ଖଭୃତ୍ Ṡaṅkhabhṛut

  • ସଂ. ବି.—(ଶଙ୍ଖ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ କ୍ୱିପ୍) (ଶଙ୍ଖଧାରୀ) ବିଷ୍ଣୁ — Name of Bishṇu
  • ସଂ. ବିଣ — ଯେ ଶଙ୍ଖ ଧାରିଥାଏ — Holding a conch